ହୋଲସେଲ୍ ଗ୍ରୋସରୀ ଓ ସ୍ନାକ୍ସ
ସମସ୍ତ ପ୍ରକାରର ରାସନ, ସ୍ନାକ୍ସ, ପାନୀୟ ଏବଂ FMCG ସାମଗ୍ରୀ ପ୍ରଚୁର ପରିମାଣରେ ଉପଲବ୍ଧ।
ଗ୍ରୋସରୀ, ସ୍ନାକ୍ସ, ଏବଂ ବେଭରେଜ୍ ରନ୍ ସଠିକ୍ ସମୟରେ, ସବୁଠାରୁ କମ୍ ଦରରେ ସିଧାସଳଖ ଆପଣଙ୍କ ଦୋକାନରେ ପହଞ୍ଚାନ୍ତୁ। Mo Dokan ସହିତ ଯୋଡ଼ିହୋଇ ନିଜ ବ୍ୟବସାୟ ବଢ଼ାନ୍ତୁ।
ଛୋଟ ଓ ବଡ଼ ସମସ୍ତ ଦୋକାନୀମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା
ସମସ୍ତ ପ୍ରକାରର ରାସନ, ସ୍ନାକ୍ସ, ପାନୀୟ ଏବଂ FMCG ସାମଗ୍ରୀ ପ୍ରଚୁର ପରିମାଣରେ ଉପଲବ୍ଧ।
ବିନ୍ନ ବିନ୍ନ ଦୋକାନୀମାନଙ୍କ ଅର୍ଡର ପରିମାଣ (Order Volume) ଅନୁସାରେ ସ୍ୱତନ୍ତ୍ର ଏବଂ ସବୁଠାରୁ ସସ୍ତା ପ୍ରାଇସ୍ ସ୍ଲାବ୍।
ସାମଗ୍ରୀ ଆଣିବା ପାଇଁ ହୋଲସେଲ୍ ମାର୍କେଟ୍ ଯିବା ଦରକାର ନାହିଁ। ଆମେ ସିଧା ଆପଣଙ୍କ ଦୋକାନରେ ପହଞ୍ଚାଇବୁ।
ଦୋକାନ ପର୍ଯ୍ୟନ୍ତ ଦ୍ରୁତ ଏବଂ ସୁରକ୍ଷିତ ସାମଗ୍ରୀ ପରିବହନ
ଆପଣଙ୍କ ଉତ୍ପାଦକୁ ଆମ ଅଞ୍ଚଳର ପ୍ରତ୍ୟେକ ଦୋକାନୀଙ୍କ ପାଖରେ ସିଧାସଳଖ ପହଞ୍ଚାନ୍ତୁ। Direct Storage ଏବଂ ସୁଚାରୁ ବିତରଣ ପାଇଁ Mo Dokan Warehouse ରେ ଆପଣଙ୍କ ସାମଗ୍ରୀ ଷ୍ଟୋର୍ କରନ୍ତୁ।
ବ୍ରାଣ୍ଡ୍ ପାର୍ଟନରସିପ୍ ପାଇଁ ଯୋଗାଯୋଗ କରନ୍ତୁଆମ ସହିତ ଯୋଡ଼ି ହୋଇଥିବା ପ୍ରସିଦ୍ଧ ବ୍ରାଣ୍ଡସମୂହ
ନିମ୍ନଲିଖିତ ଅଞ୍ଚଳଗୁଡ଼ିକରେ ଆମର ହୋଲସେଲ୍ ସେବା ଏବଂ ଶପ୍-ଡେଲିଭରୀ ଉପଲବ୍ଧ